ଓଡ଼ିଶାର ପ୍ରଥମ

ଓଡ଼ିଶାର ପ୍ରଥମ​

1. ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି
2. ଓଡ଼ିଶାର ପ୍ରଥମ ଉଚ୍ଚ ବିଦ୍ୟାଳୟ ରେଭେନ୍ସା କଲେଜିଏଟ ସ୍କୁଲ
3. ଓଡ଼ିଶାର ପ୍ରଥମ ସିନେମା ସୀତା ବିବାହ
4. ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା
5. ଓଡ଼ିଶାର ପ୍ରଥମ କବି ସାରଳା ଦାସ
6. ଓଡ଼ିଶାର ପ୍ରଥମ କ୍ରିକେଟ ଅମ୍ପାୟାର ସୁବ୍ରତ ଦାସ
7. ଓଡ଼ିଶାର ପ୍ରଥମ ଓକିଲ ମଧୂସୁଧନ ଦାସ
08. ଓଡ଼ିଶାର ପ୍ରଥମ ଓଡ଼ିଆ ନାଟକ ବାବାଜୀ
09. ଓଡ଼ିଶାର ପ୍ରଥମ ରାଜା କପିଳେନ୍ଦ୍ର(1435-66)
10. ଓଡ଼ିଶାର ପ୍ରଥମ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା
11. ଓଡ଼ିଶାର ପ୍ରଥମ ସିନେମା ହଲ ଶ୍ରୀ ସୀତାରାମ ବିଳାସ ଟକିଜ
12. ଓଡ଼ିଶାର ପ୍ରଥମ ରାଷ୍ଟ୍ରଦୂତ ଲଳିତ ମାନସିଂହ
13. ଓଡ଼ିଶାର ପ୍ରଥମ ରଙ୍ଗୀନ ଚଳଚିତ୍ର ଗପ ହେଲେବି ସତ
14. ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ବାଚସ୍ପତି ନନ୍ଦକିଶୋର ଦାସ
15. ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ
16. ଓଡ଼ିଶାର ପ୍ରଥମ ଓଡ଼ିଆ ନାଟ୍ୟକାର ଜଗମୋହନ ଲାଲ
17. ଓଡ଼ିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ
18. ଓଡ଼ିଶାର ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟ
19. ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର ଜନ ଅଷ୍ଟେନ ହବାକ
20. ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି
21. ଓଡ଼ିଶାର ପ୍ରଥମ ସ୍ୱାଧୀନତା ପରର ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ
22. ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ୱାମୀ
23. ଓଡ଼ିଶାର ପ୍ରଥମ All ଇଣ୍ଡିଆ ରେଡ଼ିଓ ଆକାଶବାଣୀ କଟକ
24. ଓଡ଼ିଶାର ପ୍ରଥମ ଆତ୍ମଜୀବନୀ ଲେଖକ ଫକୀର ମୋହନ ସେନାପତି
25. ଓଡ଼ିଶାର ପ୍ରଥମ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର
26. ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର ଦୈନିକ ଆଶା
27. ଓଡ଼ିଶାର ପ୍ରଥମ ଇଞ୍ଜିନିଅର କଲେଜ ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ, ବୁର୍ଲା (1956)
28. ଓଡିଶାର ପ୍ରଥମ ଇଞ୍ଜିନିୟରିଂ ସ୍ନାତକ ମାଧବ ଚନ୍ଦ୍ର ପଟ୍ଟନାୟକ
29. ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର Studio କଳିଙ୍ଗ Studio, ଭୁବନେଶ୍ୱର
30. ଓଡିଶାର ପ୍ରଥମ ବାଳିକା ଉଚ୍ଚ ବିଦ୍ୟାଳୟ ରେଭେନ୍ସା ବାଳିକା ବିଦ୍ୟାଳୟ, କଟକ
31. ଓଡ଼ିଶାର ପ୍ରଥମ ବାଳିକା କଲେଜ ଶୈଳବାଳା ମହିଳା କଲେଜ
32. ଓଡ଼ିଶାର ପ୍ରଥମ Pan ଇଣ୍ଡିଆ ସିନେମା ଜୟ ଜଗନ୍ନାଥ
33. ଓଡ଼ିଶାର ପ୍ରଥମ ଓଡ଼ିଆ ଆଇସିଏସ ଅଫିସର ନୀଳମଣି ସେନାପତି
34. ଓଡ଼ିଶାର ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି
35. ଓଡ଼ିଶାର ପ୍ରଥମ ଓଡିଆ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତି ଲକ୍ଷ୍ମୀନାରାୟଣ ସାହୁ
36. ଓଡ଼ିଶାର ପ୍ରଥମ ଓଡିଆ ପୋଲିସ କମିଶନର ଶ୍ରୀକୃଷ୍ନ ମହାପାତ୍ର
37. ଓଡ଼ିଶାର ପ୍ରଥମ ବନ୍ଦର ଚାନ୍ଦିପୁର
Scroll to Top