ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଲିକା (List of chief ministers of odisha)

ଭାରତର ମୁଖ୍ୟମନ୍ତ୍ରୀ (ସିଏମ୍) ରାଜ୍ୟ ସରକାରଙ୍କ ମୁଖ୍ୟ ଏବଂ ରାଜ୍ୟ ଶାସନର ପ୍ରମୁଖ ଦାୟିତ୍ୱ ତୁଲାଇ ଥାନ୍ତି । ରାଜ୍ୟସଭା ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଚୟନ କରନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ହୋଇଥାଏ । ନୀତି ପ୍ରଣୟନ, ବିକାଶ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ରାଜ୍ୟ ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିଥାଏ । ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟର ମୁଖ୍ୟ ଅଟନ୍ତି ଏବଂ ରାଜ୍ୟର ଆବଶ୍ୟକତା ଏବଂ ବିକାଶ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରନ୍ତି। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟର ବିଶେଷ ପରିସ୍ଥିତି ତଥା ଜନ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି।

    ସ୍ୱାଧୀନ ପରଠାରୁ ଏପର୍ଯ୍ୟନ୍ତ ମୋଟ 15ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ନବୀନ ପଟନାୟକ ସବୁଠୁ ଅଧିକ ଦିନ 24 ବର୍ଷ 98 ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ଦାୟିତ୍ୱ ତୁଲାଇ ଛନ୍ତି | ସବୁଠୁ କମ ଦିନ ବିନାୟକ ଆଚାର୍ଯ୍ୟ ମୋଟ 122 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ |

ସ୍ୱାଧୀନତା ପରଠାରୁ ଓଡିଶା ସମୁଦାୟ 6 ଥର ରାଷ୍ଟ୍ରପତି ଶାସନ ଅଧୀନରେ ରହିଆସିଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା(List of chief ministers of odisha)

ସ୍ୱାଧୀନତା ପୂର୍ବର ମୁଖ୍ୟମନ୍ତ୍ରୀ

Bio-Of-Maharaja-Shri-Krushna-Chandra-Gajapati-Narayan-Deo-855x1024

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
1 ଅପ୍ରେଲ 1937-19 ଜୁଲାଇ 1937

biswanath-das_1

ବିଶ୍ୱନାଥ ଦାସ
19 ଜୁଲାଇ 1937-6 ନଭେମ୍ବର 1939

Bio-Of-Maharaja-Shri-Krushna-Chandra-Gajapati-Narayan-Deo-855x1024

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
24 ନଭେମ୍ବର 1941-30 ଜୁନ 1944

harekrushna-mahatab_1

ହରେକୃଷ୍ଣ ମହତାବ
23 ଅପ୍ରେଲ 1946-15 ଅଗଷ୍ଟ 1947

ସ୍ୱାଧୀନତା ପରର ମୁଖ୍ୟମନ୍ତ୍ରୀ

harekrushna-mahatab_1

ହରେକୃଷ୍ଣ ମହତାବ
15 ଅଗଷ୍ଟ 1947-12 ମଇ 1950

Nabakrushna-Choudhury

ନବକୃଷ୍ଣ ଚୌଧୁରୀ
12 ମଇ 1950-20 ଫେବୃଆରୀ 1952

Nabakrushna-Choudhury

ନବକୃଷ୍ଣ ଚୌଧୁରୀ
20 ଫେବୃଆରୀ 1952-19 ଅକ୍ଟୋବର 1956

harekrushna-mahatab_1

ହରେକୃଷ୍ଣ ମହତାବ
19 ଅକ୍ଟୋବର 1956-6 ଅପ୍ରେଲ 1957

harekrushna-mahatab_1

ହରେକୃଷ୍ଣ ମହତାବ
6 ଅପ୍ରେଲ 1957-25 ଫେବୃଆରୀ 1961

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
25 ଫେବୃଆରୀ 1961-23 ଜୁନ 1961

biju-patnaik_

ବିଜୁ ପଟ୍ଟନାୟକ
23 ଜୁନ 1961-2 ଅକ୍ଟୋବର 1963

Biren_Mitra

ବୀରେନ ମିତ୍ର
2 ଅକ୍ଟୋବର 1963-21 ଫେବୃଆରି 1965

Sadasiva-Tripathy

ସଦାଶିବ ତ୍ରିପାଠୀ
21 ଫେବୃଆରି 1965-8 ମାର୍ଚ୍ଚ 1967

RNS-Deo

ରାଜେନ୍ଦ୍ର ନାରାୟଣ ସିଂହଦେଓ
8 ମାର୍ଚ୍ଚ 1967-9 ଜାନୁଆରୀ 1971

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
11 ଜାନୁଆରୀ 1971-3 ଅପ୍ରେଲ 1971

biswanath-das_1

ବିଶ୍ୱନାଥ ଦାସ
3 ଅପ୍ରେଲ 1971-14 ଜୁନ 1972

images

ନନ୍ଦିନୀ ଶତପଥୀ
14 ଜୁନ 1972-3 ମାର୍ଚ୍ଚ 1973

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
3 ମାର୍ଚ୍ଚ 1973-6ମାର୍ଚ୍ଚ 1974

images

ନନ୍ଦିନୀ ଶତପଥୀ
6 ମାର୍ଚ୍ଚ 1974-16ଡିସେମ୍ବର 1976

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
16ଡିସେମ୍ବର 1976-29 ଡିସେମ୍ବର 1976

ବିନାୟକ ଆଚାର୍ଯ୍ୟ
29 ଡିସେମ୍ବର 1976-30 ଅପ୍ରେଲ 1977

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
30 ଅପ୍ରେଲ 1977-26ଜୁନ 1977

nil

ନୀଳମଣି ରାଉତରାୟ
26ଜୁନ 1977-17 ଫେବୃଆରି 1980

all-information-about-ashok-stambh-in-hindi

ରାଷ୍ଟ୍ରପତି ଶାସନ
17 ଫେବୃଆରି 1980-9 ଜୁନ 1980

janaki

ଜାନକୀ ବଲ୍ଲଭ ପଟ୍ଟନାୟକ
9 ଜୁନ 1980-10 ମାର୍ଚ୍ଚ 1985

janaki

ଜାନକୀ ବଲ୍ଲଭ ପଟ୍ଟନାୟକ
10 ମାର୍ଚ୍ଚ 1985-7 ଡିସେମ୍ବର 1989

hem

ହେମାନନ୍ଦ ବିଶ୍ୱାଳ
7 ଡିସେମ୍ବର 1989-5 ମାର୍ଚ୍ଚ 1990

biju-patnaik_

ବିଜୁ ପଟ୍ଟନାୟକ
5 ମାର୍ଚ୍ଚ 1990-15 ମାର୍ଚ୍ଚ 1995

janaki

ଜାନକୀ ବଲ୍ଲଭ ପଟ୍ଟନାୟକ
15 ମାର୍ଚ୍ଚ 1995-17 ଫେବୃଆରୀ 1999

giridhiri

ଗିରିଧର ଗମାଙ୍ଗ
17 ଫେବୃଆରୀ 1999-6ଡିସେମ୍ବର 1999

hem

ହେମାନନ୍ଦ ବିଶ୍ୱାଳ
6 ଡିସେମ୍ବର 1999-5 ମାର୍ଚ୍ଚ 2000

ନବୀନ ପଟ୍ଟନାୟକ
5 ମାର୍ଚ୍ଚ 2000-16ମଇ 2004

ନବୀନ ପଟ୍ଟନାୟକ
16 ମଇ 2004-21 ମଇ 2009

ନବୀନ ପଟ୍ଟନାୟକ
21 ମଇ 2009-21 ମଇ 2014

ନବୀନ ପଟ୍ଟନାୟକ
21 ମଇ 2014-29 ମଇ 2019

ନବୀନ ପଟ୍ଟନାୟକ
29 ମଇ 2019-11 ଜୁନ 2024

List of chief ministers of odisha

ଶ୍ରୀ ମୋହନ ଚରଣ ମାଝୀ
12 ଜୁନ 2024-ଏବେଯାଏଁ

Scroll to Top