ଓଡିଶା (Odisha)

ଓଡିଶା ଆମର ପ୍ରିୟ ଜନ୍ମଭୂମି ଭାରତର ପୂର୍ବ ଉପକୂଳରେ ଅବସ୍ତିତ | ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ, , ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଓଡିଶା ଆୟତନ ହିସାବରେ ଅଷ୍ଟମତମ ଓ ଜନସଂଖ୍ୟା ହିସାବରେ ଏକାଦଶତମ ରାଜ୍ୟ | ପ୍ରାଚୀନ ଭାରତରେ କଳିଙ୍ଗ, ଉଡ୍ର ଓ ଉତ୍କଳ ନାମରେ ଓଡିଶା ପ୍ରସିଦ୍ଧ ଥିଲା | ଭାରତର ଜତୀୟ ସଙ୍ଗୀତ ଜନ ଗଣ ମନ ରେ ଉତ୍କଳ ନାଁ ଉଲ୍ଲେଖ କର ଯାଇଛି | ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଯାହାକି ଭାରତର ଏକ ସାଂସ୍କୃତିକ ଭାଷା ଅଟେ |

ସଂକ୍ଷେପରେ ଓଡିଶା (Odisha)

ରାଜ୍ୟ : ଓଡିଶା (Odisha)
ରାଜଧାନୀ : ଭୁବନେଶ୍ୱର
ସ୍ଥାପନା : 01 ଏପ୍ରିଲ 1936
ଜିଲ୍ଲା ସଂଖ୍ୟା : 30
ସବୁଠୁ ଅଧିକ ଜନସଂଖ୍ୟା ଜିଲ୍ଲା : ଗଂଜାମ (2011 ଜନଗଣନା ଅନୁସାରେ)
ସବୁଠୁ କମ ଜନସଂଖ୍ୟା ଜିଲ୍ଲା : ଦେବଗଡ଼ (2011 ଜନଗଣନା ଅନୁସାରେ)
ରାଜ୍ୟପାଳ : ରଘୁବର ଦାସ
ମୁଖ୍ୟମନ୍ତ୍ରୀ : ମୋହନ ଚରଣ ମାଝୀ (12 June 2024 ଠୁ ଏପର୍ଯ୍ୟନ୍ତ)
ଉପମୁଖ୍ୟମନ୍ତ୍ରୀ : କନକ ବର୍ଦ୍ଧନ ସିଂ ଦେଓ , ପ୍ରଭାତୀ ପରିଡା
ବିଧାନ ସଭା ସଦସ୍ୟ : 147 ଆସନ

Mohan Charan Majhi
ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଲିକା ( 1937 ଠୁ - ଏପର୍ଯ୍ୟନ୍ତ)
ଓଡିଶାର ରାଜ୍ୟପାଳଙ୍କ ତାଲିକା
ଓଡ଼ିଶାର ମୁଖ୍ୟ ବିଚାରପତିଙ୍କ ତାଲିକା ( 1948 ଠୁ - ଏପର୍ଯ୍ୟନ୍ତ ) Coming Soon
ଓଡ଼ିଶାର ସମସ୍ତ ଜିଲ୍ଲା Coming Soon