ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଉପାଧି
ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଉପାଧି
1. | ଓଡ଼ିଶାର ବାଣୀକଣ୍ଠ | ନିମାଇଁ ଚରଣ ହରିଚନ୍ଦନ |
2. | ଓଡ଼ିଶାର କବିବର | ରାଧାନାଥ ରାୟ |
3. | ଓଡ଼ିଶାର ଆଦିକବି | ସାରଳା ଦାସ |
4. | ଓଡ଼ିଶାର ରତ୍ନ | ବିଶ୍ୱନାଥ ମିଶ୍ର |
5. | ଓଡ଼ିଶାର ଉତ୍କଳ | ଭୀମ ପଦ୍ମଚରଣ ପଟ୍ଟନାୟକ |
6. | ଓଡ଼ିଶାର ବ୍ୟାସକବି | ଫକୀରମୋହନ ସେନାପତି |
7. | ଓଡ଼ିଶାର ଉତ୍କଳମଣି | ଗୋପବନ୍ଧୁ ଦାସ |
8. | ଓଡ଼ିଶାର ସନ୍ଥକବି | ଭୀମ ଭୋଇ |
9. | ଓଡ଼ିଶାର ଅତିବଡ଼ି | ଜଗନ୍ନାଥ ଦାସ |
10. | ଓଡ଼ିଶାର ନୃତ୍ୟ ପ୍ରବୀଣା | ସଂଯୁକ୍ତା ପାଣିଗ୍ରାହୀ |
11. | ଓଡ଼ିଶାର ଜାତୀୟ କବି | ବୀରକିଶୋର ଦାସ |
12. | ଓଡ଼ିଶାର କବିସମ୍ରାଟ | ଉପେନ୍ଦ୍ର ଭଞ୍ଜ |
13. | ଓଡ଼ିଶାର ଉତ୍କଳ ଗୌରବ | ମଧୁସୂଦନ ଦାସ |
14. | ଓଡ଼ିଶାର ଉତ୍କଳ କେଶରୀ | ଡ଼ଃ ହରେକୃଷ୍ଣ ମହତାବ |
15. | ଓଡ଼ିଶାର ବିଦଗ୍ଧ କବି | ଅଭିମନ୍ୟୁ ସାମନ୍ତ ସିଂହାର |
16. | ଓଡ଼ିଶାର ନାଟ୍ୟ ଭାରତୀ | ଅଶ୍ୱିନୀ କୁମାର ଘୋଷ |
17. | ଓଡ଼ିଶାର କିଶୋର କବି | ଶ୍ୟାମସୁନ୍ଦର ଦାସ |
18. | ଓଡ଼ିଶାର କର୍ମବୀର | ଗୌରୀଶଙ୍କର ରାୟ |
19. | ଓଡ଼ିଶାର ଗଣକବି | ବୈଷ୍ଣବ ପାଣି |
20. | ଓଡ଼ିଶାର ଲୋକରତ୍ନ | ଡ଼ଃ କୁଞ୍ଜବିହାରୀ ଦାସ |
21. | ଓଡ଼ିଶାର ଭୂମିପୁତ୍ର | ବିଜୁ ପଟ୍ଟନାୟକ |
22. | ଓଡ଼ିଶାର ଉତ୍କଳ ଘଣ୍ଟ | ଯଦୁମଣି ମହାପାତ୍ର |
23. | ଓଡ଼ିଶାର ଜାତୀୟ ଗାୟକ | ସୁଧାକର ବାଳକୃଷ୍ଣ ଦାସ |