|
|
|
1. |
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ |
ନନ୍ଦିନୀ ଶତପଥି |
2. |
ଓଡ଼ିଶାର ପ୍ରଥମ ଉଚ୍ଚ ବିଦ୍ୟାଳୟ |
ରେଭେନ୍ସା କଲେଜିଏଟ ସ୍କୁଲ |
3. |
ଓଡ଼ିଶାର ପ୍ରଥମ ସିନେମା |
ସୀତା ବିବାହ |
4. |
ଓଡ଼ିଶାର ପ୍ରଥମ ସମ୍ବାଦପତ୍ର |
ଉତ୍କଳ ଦୀପିକା |
5. |
ଓଡ଼ିଶାର ପ୍ରଥମ କବି |
ସାରଳା ଦାସ |
6. |
ଓଡ଼ିଶାର ପ୍ରଥମ କ୍ରିକେଟ ଅମ୍ପାୟାର |
ସୁବ୍ରତ ଦାସ |
7. |
ଓଡ଼ିଶାର ପ୍ରଥମ ଓକିଲ |
ମଧୂସୁଧନ ଦାସ |
08. |
ଓଡ଼ିଶାର ପ୍ରଥମ ଓଡ଼ିଆ ନାଟକ |
ବାବାଜୀ |
09. |
ଓଡ଼ିଶାର ପ୍ରଥମ ରାଜା |
କପିଳେନ୍ଦ୍ର(1435-66) |
10. |
ଓଡ଼ିଶାର ପ୍ରଥମ ବୈଜ୍ଞାନିକ |
ପ୍ରାଣକୃଷ୍ଣ ପରିଜା |
11. |
ଓଡ଼ିଶାର ପ୍ରଥମ ସିନେମା ହଲ |
ଶ୍ରୀ ସୀତାରାମ ବିଳାସ ଟକିଜ |
12. |
ଓଡ଼ିଶାର ପ୍ରଥମ ରାଷ୍ଟ୍ରଦୂତ |
ଲଳିତ ମାନସିଂହ |
13. |
ଓଡ଼ିଶାର ପ୍ରଥମ ରଙ୍ଗୀନ ଚଳଚିତ୍ର |
ଗପ ହେଲେବି ସତ |
14. |
ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ବାଚସ୍ପତି |
ନନ୍ଦକିଶୋର ଦାସ |
15. |
ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ |
ବୀର ସୁରେନ୍ଦ୍ର ସାଏ |
16. |
ଓଡ଼ିଶାର ପ୍ରଥମ ଓଡ଼ିଆ ନାଟ୍ୟକାର |
ଜଗମୋହନ ଲାଲ |
17. |
ଓଡ଼ିଶାର ପ୍ରଥମ ବାଚସ୍ପତି |
ମୁକୁନ୍ଦ ପ୍ରସାଦ ଦାସ |
18. |
ଓଡ଼ିଶାର ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି |
ରବି ରାୟ |
19. |
ଓଡ଼ିଶାର ପ୍ରଥମ ରାଜ୍ୟପାଳ |
ସାର ଜନ ଅଷ୍ଟେନ ହବାକ |
20. |
ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ |
କୃଷ୍ଣଚନ୍ଦ୍ର ଗଜପତି |
21. |
ଓଡ଼ିଶାର ପ୍ରଥମ ସ୍ୱାଧୀନତା ପରର ମୁଖ୍ୟମନ୍ତ୍ରୀ |
ଡ଼ଃ ହରେକୃଷ୍ଣ ମହତାବ |
22. |
ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ |
ଚନ୍ଦ୍ରମଣି ନାରାୟଣ ସ୍ୱାମୀ |
23. |
ଓଡ଼ିଶାର ପ୍ରଥମ All ଇଣ୍ଡିଆ ରେଡ଼ିଓ |
ଆକାଶବାଣୀ କଟକ |
24. |
ଓଡ଼ିଶାର ପ୍ରଥମ ଆତ୍ମଜୀବନୀ ଲେଖକ |
ଫକୀର ମୋହନ ସେନାପତି |
25. |
ଓଡ଼ିଶାର ପ୍ରଥମ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି |
ରଙ୍ଗନାଥ ମିଶ୍ର |
26. |
ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର |
ଦୈନିକ ଆଶା |
27. |
ଓଡ଼ିଶାର ପ୍ରଥମ ଇଞ୍ଜିନିଅର କଲେଜ |
ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ, ବୁର୍ଲା (1956) |
28. |
ଓଡିଶାର ପ୍ରଥମ ଇଞ୍ଜିନିୟରିଂ ସ୍ନାତକ |
ମାଧବ ଚନ୍ଦ୍ର ପଟ୍ଟନାୟକ |
29. |
ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର Studio |
କଳିଙ୍ଗ Studio, ଭୁବନେଶ୍ୱର |
30. |
ଓଡିଶାର ପ୍ରଥମ ବାଳିକା ଉଚ୍ଚ ବିଦ୍ୟାଳୟ |
ରେଭେନ୍ସା ବାଳିକା ବିଦ୍ୟାଳୟ, କଟକ |
31. |
ଓଡ଼ିଶାର ପ୍ରଥମ ବାଳିକା କଲେଜ |
ଶୈଳବାଳା ମହିଳା କଲେଜ |
32. |
ଓଡ଼ିଶାର ପ୍ରଥମ Pan ଇଣ୍ଡିଆ ସିନେମା |
ଜୟ ଜଗନ୍ନାଥ |
33. |
ଓଡ଼ିଶାର ପ୍ରଥମ ଓଡ଼ିଆ ଆଇସିଏସ ଅଫିସର |
ନୀଳମଣି ସେନାପତି |
34. |
ଓଡ଼ିଶାର ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି |
ଦେବାଶିଷ ମହାନ୍ତି |
35. |
ଓଡ଼ିଶାର ପ୍ରଥମ ଓଡିଆ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତି |
ଲକ୍ଷ୍ମୀନାରାୟଣ ସାହୁ |
36. |
ଓଡ଼ିଶାର ପ୍ରଥମ ଓଡିଆ ପୋଲିସ କମିଶନର |
ଶ୍ରୀକୃଷ୍ନ ମହାପାତ୍ର |
37. |
ଓଡ଼ିଶାର ପ୍ରଥମ ବନ୍ଦର |
ଚାନ୍ଦିପୁର |